ଟାଇଗର-୩: ଲିକ ହେଲା କ୍ୟାଟ୍ରିନାଙ୍କ ସିନ…

ମୁମ୍ବାଇ : ଟାଇଗର-୩ ରିଲିଜ ଦିନ ଯେତେ ପାଖେ ଆସୁଛି ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସେତେ ବଢ଼ିବାରେ ଲାଗିଛି। ଫିଲ୍ମରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ମଧ୍ୟରେ ପୁଣି ରୋମାନ୍ସ ଦର୍ଶକ ଦେଖିବାର ସୁଯୋଗ ପାଇବେ। ତେବେ ଏବେ ସୋସିଆଲ ମିଡ଼ିଆରେ କ୍ୟାଟ୍ରିନାଙ୍କ ଏକ ସିନ ଲିକ ହୋଇଛି। ସିନରେ ସେ ଆକ୍ସନ ମୁଡରେ ଥିବା ଦେଖିବାକୁ ମିଳୁଛି।

ସିନରେ ଏକ କାର ଏବଂ ବାଇକ ମଧ୍ୟରେ ଧକ୍କା ହେଉଥିବାର ଦେଖାଯାଉଛି। ସେଠାରେ ଜଣେ ମହିଳା ଆକ୍ସନ କରୁଛନ୍ତି। ସେ କ୍ୟାଟ୍ରିନା ହୋଇଥିବା ନିଶ୍ଚିତ ହେଉଛି। ଏହା ପୂର୍ବରୁ ସଲମାନ ଏବଂ କ୍ୟାଟ୍ରିନାଙ୍କ ଏକ ଭିଡ଼ିଓ ଲିକ ହୋଇଥିଲା। ଭିଡ଼ିଓରେ ଦୁହେଁ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଉଭୟଙ୍କ ଚେହେରା ଅସ୍ପଷ୍ଟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତହଉରଙ୍କୁ ଭାରତ ଆଣିବା ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା: ଜାଣନ୍ତୁ ବିମାନ ଭଡ଼ା ସମେତ ମୋଟ କେତେ ହୋଇଛି ଖର୍ଚ୍ଚ

ମୁମ୍ବାଇ,୧୧।୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣାକୁ ୧୬ ବର୍ଷ ପରେ ଆମେରିକାରୁ ଭାରତକୁ ଫେରାଇ ଅଣାଯାଇଛି। କୋର୍ଟ ତହଉରଙ୍କୁ ୧୮ ଦିନ ପାଇଁ...

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୬ ଦୋକାନ

କୃଷ୍ଣପ୍ରସାଦ,୧୧।୪: ପୁରୀ ଜିଲା କୃଷ୍ଣପ୍ରସାଦ ଜହ୍ନିକୁଦା ଘାଟପେଣ୍ଠରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୬ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ...

କେଉଁ କେଉଁ ରୋଗ ପାଇଁ ଆୟୁଷ୍ମାନ କାର୍ଡରୁ ମିଳିବ ସହାୟତା? କ୍ୟାନସର ରୋଗୀଙ୍କୁ ମିଳିବ କି ଫାଇଦା…

ଭୁବନେଶ୍ୱର,୧୧।୪: ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହୋଇଛି। ଆୟୁଷ୍ମାନ ଭାରତ ସହ ଆୟୁଷ୍ମାନ ବୟୋ ବନ୍ଦନାର ଶୁଭାରମ୍ଭ କଟକରେ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ...

ଫୋନ ଅଧିକ ବ୍ୟବହାର କରୁଛନ୍ତି କି? ଭୟଙ୍କର ଭବିଷ୍ୟବାଣୀ କଲେ ବାବା ଭେଙ୍ଗା

ବାବା ଭେଙ୍ଗା ଅନେକ ପ୍ରକାରର ଭବିଷ୍ୟବାଣୀ କରିବା ପାଇଁ ଜଣାଶୁଣା। ତାଙ୍କ ମୃତ୍ୟୁ ପୂର୍ବରୁ, ବାବା ଭେଙ୍ଗା ଏପରି ଅନେକ ଭବିଷ୍ୟବାଣୀ କରିଥିଲେ ଯାହା ଆଜିର...

ପାଣ୍ଡିଆନଙ୍କୁ ନେଇ ପୁଣି ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା

ଭୁବନେଶ୍ୱର,୧୧।୪: ୱାକ୍‌ଫ ବିଲ ଭୋଟିଂ ବିବାଦ ଥମିବାର ନାଁ ନେଉନାହିଁ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନ ଆସିବା ପରେ ଦଳ ଭିତରେ ଆଭ୍ୟନ୍ତରୀଣ ଅଶାନ୍ତି...

କ’ଣ ଏହି ବ୍ୟାଙ୍କରେ ଅଛି ଆପଣଙ୍କର ଆକାଉଣ୍ଟ,କାମ କରିବନି UPI ପେମେଣ୍ଟ

ନୂଆଦିଲ୍ଲୀ,୧୧।୪: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ HDFC ଏହାର UPI ସେବା ସମ୍ପର୍କରେ ଏକ ବଡ଼ ଅପଡେଟ ଦେଇଛି। ଏନେଇ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।...

ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ: ୩ ମାସ ପର୍ଯ୍ୟନ୍ତ ଘରେ ଘରେ ବିନା ଖର୍ଚ୍ଚରେ ପହଞ୍ଚିବ କାର୍ଡ

ଦାରିଙ୍ଗବାଡି, ୧୧।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକାର୍ପଣ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ...

ଭାଇଚାରାର ଭିନ୍ନ ଏକ ନିଦର୍ଶନ ‘ଦଲଦଲି’: ହିନ୍ଦୁ ପର୍ବପର୍ବାଣିରେ ସହଭାଗୀ ମୁସଲମାନ ପରିବାର

ନୂଆପଡ଼ା,୧୧।୪ (ମକାରୁ ବେମାଲ):ଦିନକୁ ଦିନ ବିଶରେ ହିନ୍ଦୁ-ମୁସଲିମ ସମ୍ପର୍କରେ ଅଧିକ ତିକ୍ତତା ଦେଖାଦେଉଛି। ବିଶେଷ କରି କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image