ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ନିଜ ଯା’ଙ୍କଠାରୁ ଧନୀ: ପରିବାରର ଏହି ୨ ବୋହୂଙ୍କ ବିଷୟରେ ଜାଣନ୍ତୁ …

ଅମ୍ବାନୀ ପରିବାର ନିଜର ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହି ପରିବାର ୨ ବୋହୂ ନୀତା ଏବଂ ଟୀନା ଅମ୍ବାନୀ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ନୀତା ସବୁବେଳେ ଲାଇମ୍‌ଲାଇଟ୍‌ରେ ରହିବାକୁ ପସନ୍ଦ କରୁଥିବା ବେଳେ ଟୀନା ଏହାଠାରୁ ବହୁ ଦୂରରେ। ଉଭୟଙ୍କୁ ଖୁବ୍‌ କମ୍‌ ଏକତ୍ର ଦେଖିବାକୁ ମିଳିଥାଏ। ଜାଣିବା ଅମ୍ବାନୀ ପରିବାରର ଏହି ୨ ବୋହୂଙ୍କ ବିଷୟରେ।
ଧୀରୁଭାଇ ଅମ୍ବାନୀଙ୍କ ୨ ବୋହୂ ହେଉଛନ୍ତି ଟୀନା ଓ ନୀତା। ଟୀନା ଅନୀଲ ଅମ୍ବାନୀଙ୍କୁ ବିବାହ କରିଥିବା ବେଳେ ନୀତା ଅମ୍ବାନୀ ମୁକେଶଙ୍କୁ ବିବାହ କରିଛନ୍ତି। ବିବାହ ପରେ ଅମ୍ବାନୀ ପରିବାରର ଏହି ୨ ବୋହୂଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳିିଯାଇଛି।
ଟୀନା ବିବାହ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ଥିଲେ। ସେ ୩୫ରୁ ଊର୍ଦ୍ଧ୍ୱ ସିନେମାରେ କାମ କରିଛନ୍ତି। ୧୯୭୫ ମସିହାରେ ଟୀନା ଅନ୍ତର୍ଜାତୀୟ କିଶୋକ ରାଜକୁମାରୀ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ବିଜୟୀ ମଧ୍ୟ ହୋଇଥିଲେ। ତାଙ୍କର ଫ୍ୟାଶନ ଏବଂ ସୌନ୍ଦର୍ଯ୍ୟ ଅନୀଲଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଲେ। ବିବାହ ପରେ ଟୀନା ଅଭିନୟ ସହ ଗ୍ଲାମର ଜଗତରୁ ମଧ୍ୟ ଦୂରେଇ ଗଲେ।
ସେହିପରି ଟୀନା ମଧ୍ୟବୀତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଘର ଚଳାଇବା ପାଇଁ ସେ ଏକ ସ୍କୁଲରେ ପାଠ ପଢ଼ାଉଥିଲେ। ଏଥିପାଇଁ ତାଙ୍କୁ ମାସକୁ ୮ଶହ ଟଙ୍କା ମିଳୁଥିଲା। ଏହି ସମୟରେ ନୀତା ଫ୍ୟାଶନ ଏବଂ ଗ୍ଲାମର ଦୂନିଆଠାରୁ ବହୁତ ଦୂରରେ ଥିଲେ। ଏକ କାର୍ଯ୍ୟକ୍ରମରେ ନୀତା ଭାରତନାଟ୍ୟକ କରୁଥିଲେ। ତାଙ୍କର ଏହି ନୃତ୍ୟ ଦେଖି ମୁକେଶଙ୍କ ବାପା ଧିରୁଭାଇ ବହୁତ ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ନିଜ ଘରର ବୋହୁ କରିବାକୁ ନିଷ୍ପତ୍ତି ନେଇଥିଲେ। ବିବାହ ପରେ ନୀତାଙ୍କର ଲାଇଫ୍‌ଷ୍ଟାଇଲ ବଦଳିଗଲା। ୨୦୧୦ରେ ମୁକେଶ ଏବଂ ନୀତା ରିଲାଏନ୍ସ ଫାଉଣ୍ଡେଶନ ପ୍ରତିଷ୍ଠା କଲେ। ଏହାର ଅଧ୍ୟକ୍ଷ ହେଉଛନ୍ତି ନୀତା। ସେ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇପିଏନ୍‌ବିଓଏର ୫ମ ବାର୍ଷିକ କ୍ରୀଡ଼ା ସମ୍ମିଳନୀ

ଭୁବନେଶ୍ୱର,୧୬।୧୧: ଅଲ ଇଣ୍ଡିଆ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ ଅଫିସର୍ସ ଆସୋସାଏଶନ (ଏଆଇପିଏନ୍‌ବିଓଏ)ର ୫ମ ବାର୍ଷିକ କ୍ରୀଡ଼ା ସମ୍ମିଳନୀ ଶୁକ୍ରବାର ସମ୍ବଲପୁରର ରେଲୱେ ୟାର୍ଡ ଗ୍ରାଉଣ୍ଡ୍‌ଠାରେ ଆରମ୍ଭ...

ଚାନ୍ଦି ଭଣ୍ଡାରର ନୂତନ ଅଭିଯାନ

ଭୁବନେଶ୍ୱର,୧୬।୧୧: ରାଜ୍ୟର ଅଗ୍ରଣୀ ରୁପା ରିଟେଲ ଚେନ୍‌ ‘ଚାନ୍ଦି ଭଣ୍ଡାର’ର ବହୁ ପ୍ରତୀକ୍ଷିତ ତଥା ନୂତନ ଅଭିଯାନ (କ୍ୟାମ୍ପେନ) ‘ୱେଡିଂ ଷ୍ଟୋରିଜ୍‌ ବାୟ ଚାନ୍ଦି ଭଣ୍ଡାର’...

ଜିଓ ୱାଲର୍‌ଡ ପ୍ଲାଜାରେ ‘ଟିରା’ର ଏକ୍ସକ୍ଲୁସିଭ ଆଉଟଲେଟ୍‌

ମୁମ୍ବାଇ,୧୬।୧୧ (ଅଭୟ ଦାଶ): ରିଲାଏନ୍ସ ରିଟେଲର ବିୟୁଟି ରିଟେଲ ଚେନ ତଥା ପ୍ରିମିୟମ ବ୍ରାଣ୍ଡ ‘ଟିରା’ର ଏକ୍ସକ୍ଲୁସିଭ ଆଉଟଲେଟ ମୁମ୍ବାଇର ଜିଓ ୱାଲର୍‌ଡ ପ୍ଲାଜାଠାରେ ଉଦ୍‌ଘାଟିତ...

୭.୨% ହାରରେ ଅର୍ଥନୀତି ଅଭିବୃଦ୍ଧି ଆକଳନ

ଭୁବନେଶ୍ୱର,୧୬ା୧୧(ଅନୁରାଧା ମହାରଣା): ଭାରତୀୟ ଅର୍ଥନୀତି ଭଲ ସ୍ଥିତିରେ ଅଛି ଏବଂ ୨୦୨୪ କ୍ୟାଲେଣ୍ଡର ବର୍ଷରେ ୭.୨ ପ୍ରତିଶତ ଏବଂ ୨୦୨୫ରେ ୬.୬ ପ୍ରତିଶତ ବୃଦ୍ଧି ପାଇବ...

ଏହିଦିନ ପାଳନ କରାଯାଏ ଜାତୀୟ କଣ୍ଡୋମ ଦିବସ, ଜାଣିଲେ ହସି ହସି ବେଦମ ହେବେ…

କଣ୍ଡୋମ କେବଳ ଏକ ସାମାଜିକ ଶବ୍ଦ ନୁହେଁ, କିନ୍ତୁ ଏହା ଆମ ସମାଜ ଏବଂ ସ୍ବାସ୍ଥ୍ୟ ପାଇଁ ଏକ ଅତ୍ୟାବଶ୍ୟକ ଉପକରଣ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ...

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା SBI, ବଢ଼ିଲା ଏସବୁର EMI…

ନୂଆଦିଲ୍ଲୀ,୧୫।୧୧: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍‌କା। ବ୍ୟାଙ୍କ ଏହାର ମାର୍ଜିନାଲ କଷ୍ଟ ବେଶ୍ଡ ଲେଣ୍ଡିଂ ରେଟ୍ସ(MCLR) ହାରରେ ବୃଦ୍ଧି...

ଜେଡ୍‌ ବ୍ଲାକ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜରେ ଗୋଲ୍ଡ ପାର୍ଟନର

ନୂଆଦିଲ୍ଲୀ,୧୫।୧୧:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମହୀଶୂର ଦୀପ ପରଫ୍ୟୁମେରି ହାଉସ(ଏମ୍‌ଡିପିଏଚ୍‌)ର ପ୍ରମୁଖ ବ୍ରାଣ୍ଡ ଜେଡ୍‌ ବ୍ଲାକ୍‌ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନାଦର: ଜାଣନ୍ତୁ ଏବେ କେତେ ଟଙ୍କା

ନୂଆଦିଲ୍ଲୀ,୧୫।୧୧:କ୍ରମାଗତ ଭାବେ ଘରୋଇ ବଜାରରେ ଉଭୟ ସୁନା ଓ ରୁପା ମୂଲ୍ୟରେ ପରିବର୍ତ୍ତନ ହେଉଛି। ଏପରିକି ଡଲାର ସୂଚକାଙ୍କରେ କ୍ରମାଗତ ବୃଦ୍ଧି ଏବଂ ଆମେରିକୀୟ ବଣ୍ଡ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri