Posted inVideo

Tips for taking care of your skin | କେମିତି ନେବେ ସ୍କିନ୍ ର ଯତ୍ନ?

Featured Video Play Icon

In the ‘Health’ series of Dharitri Live, we bring you expert physicians who discuss about several diseases, their symptoms and remedies. In this fresh episode, dermatologist Dr. Kumar Abhishek explains about skincare in winter. Do watch!

ଧରିତ୍ରୀ ଲାଇଭର ସ୍ବାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ରୋଗର କାରଣ, ଲକ୍ଷଣ, ଏବଂ ନିରାକରଣ ଚିକିତ୍ସା ପଦ୍ଧତି ସଂପର୍କରେ ଆମେ ଆଲୋଚନା କରିଥାଉ। ଯାହାକି ଆପଣଙ୍କୁ ସୁସ୍ଥ ଏବଂ ନିରୋଗ ରହିବାରେ ସାହାଯ୍ୟ କରେ। ତେବେ ଆସନ୍ତୁ ଜାଣିବା ଶୀତ ଦିନେ ତ୍ବଚାର କିପରି ଯତ୍ନ ନେବା। ଏ ସଂପର୍କରେ ଅଧିକ ଆଲୋଚନା କରିଛନ୍ତି ସ୍କିନ୍ ସ୍ପେଶାଲିଷ୍ଟ ଡଃ କୁମାର ଅଭିଷେକ…


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri