Posted inଜାତୀୟ

ନିଖୋଜ ହେବାର ଅଭିଯୋଗ ପରେ ମୁକୁଲ ରୟଙ୍କ ଆସିଲା ପ୍ରତିକ୍ରିୟା, କହିଲେ ମୁଁ ଦିଲ୍ଲୀରେ ଅଛି…

ନୂଆଦିଲ୍ଲୀ,୧୮।୪: ବରିଷ୍ଠ ଟିଏମ୍‌ସି ନେତା ମୁକୁଲ ରୟଙ୍କ ନିଖୋଜ ହେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ମୁକୁଲ ରୟଙ୍କ ପୁଅ ଶୁଭ୍ରାଂଶୁ ମଧ୍ୟ ସେ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। ଏହି ସମୟରେ ଗଣମାଧ୍ୟମକୁ ମୁକୁଲ ରୟ ନିଜେ ସୂଚନା ଦେଇ କହିଛନ୍ତି ଯେ ମୁଁ ବ୍ୟକ୍ତିଗତ କାମ ପାଇଁ ଦିଲ୍ଲୀ ଆସିଛି। ତାଙ୍କର କୌଣସି ନିର୍ଦ୍ଦିଷ୍ଟ ଏଜେଣ୍ଡା ନାହିଁ।

ରୟ କହିଛନ୍ତି, ମୁଁ ବହୁ ବର୍ଷ ଧରି ସଂସଦର ସଦସ୍ୟ ଥିଲି। ମୁଁ କ’ଣ ଦିଲ୍ଲୀ ଆସିପାରିବି ନାହିଁ? ଏହାପୂର୍ବରୁ ମଧ୍ୟ ମୁଁ ନିୟମିତ ଭାବେ ଦିଲ୍ଲୀ ଆସୁଥିଲି। ଯଦିଓ ରୟ ଦିଲ୍ଲୀ ଯିବାର କାରଣ ସ୍ପଷ୍ଟ କରିନାହାଁନ୍ତି, ତଥାପି ପଶ୍ଚିମବଙ୍ଗ ରାଜନୀତି ତାଙ୍କର ପରବର୍ତ୍ତୀ ପଦକ୍ଷେପ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

ସୋମବାର ସାରେ ଇଣ୍ଡିଗୋ ବିମାନ ଯୋଗେ ଦିଲ୍ଲୀ ଯାଇଥିଲେ। ରାତି ୯.୫୫ରେ ଦିଲ୍ଲୀରେ ଫ୍ଲାଇଟ ଲ୍ୟାଣ୍ଡ କରିବାର ଥିଲା, କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ବିଷୟରେ କିଛି ଜଣାପଡିନାହିଁ। ଫ୍ଲାଇଟ ଲ୍ୟାଣ୍ଡ କରିବା ପରେ ମୁକୁଲ ରୟ ସେଥିରୁ ଓହ୍ଲାଇ କେଉଁଆଡେ ଗଲେ ନା ତାଙ୍କ ସହ ଆଉ କିଛି ଅଘଟଣ ଘଟିଛି ସେ ନେଇ କିଛି ସୂଚନା ମିଳିପାରୁନି ବୋଲି ପୁଅ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ ବାଟ ଦେଖାଇଲା ଗୁଗୁଲ ମ୍ୟାପ୍‌, ବ୍ରିଜ୍‌ରୁ ଖସି ୩ ଜଣଙ୍କର ଗଲା ଜୀବନ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ବରେଲି,୨୭।୧୧: ଗୁଗୁଲ ମ୍ୟାପ୍‌ ଦେଖି ଯାଉଥିବା ବେଳେ ଏକ ଅସମ୍ପୂର୍ଣ୍ଣ ବ୍ରିଜ୍‌ରୁ ଖସି ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରବିବାର ଘଟିଥିବା ସୂଚନା...

‘ମୋତେ ପ୍ରଧାନମନ୍ତ୍ରୀ ମୋଦି ଫୋନ୍‌ କରିଥିଲେ, ମୁଁ ତାଙ୍କୁ କହିଲି…’

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଶିବସେନା (ଶିନ୍ଦେ ଦଳ) ମୁଖ୍ୟ ଏକନାଥ ଶିନ୍ଦେ ବୁଧବାର...

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ? ପ୍ରେସ୍‌ କନଫରେନ୍ସ କରି ଶନ୍ଦେ କଲେ ବଡ଼ ଘୋଷଣା

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସ୍‌ପେନ୍ସ ଜାରି ରହିଛି। ତେବେ ବର୍ତ୍ତମାନ ଏହି ସସପେନ୍ସକୁ କାର୍ଯ୍ୟନିର୍ବାହୀ ସିଏମ ଏକନାଥ ଶିନ୍ଦେ ଶେଷ କରିଛନ୍ତି। ବୁଧବାର...

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଶେଷ ହେଲା ସସ୍‌ପେନ୍ସ

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହି ପ୍ରଶ୍ନକୁ ନେଇ ଏକ ରାଜନୀତି ଗରମ ରହିଛି। ଏବେ ଲାଗୁଛି ଯେ ମହାଯାତୀରେ ସସପେନ୍ସ ଶେଷ...

ଶାନ୍ତ ପଡ଼ିଲେ ଶିନ୍ଦେ: ଆକ୍ସନ ମୋଡ୍‌ରେ ଆସିଲେ ନଜର

ପୁଣେ,୨୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ମିଳିତ ମଞ୍ଚ ‘ମହାୟୁତି’ ବହୁମତ ହାସଲ କରିଛି। ଏଥିରେ କେବଳ ଭାଜପା ୧୩୨ଟି ଆସନରେ ଐତିହାସିକ ବିଜୟ ହାସଲ...

ମହାରାଷ୍ଟ୍ର ରାଜନୀତିରେ ଏହି ବ୍ୟକ୍ତି ହେଉଛନ୍ତି ସିଏମ ମେକର୍‌, କରିବେ ବଡ଼ ଖେଳ!

ମୁମ୍ବାଇ,୨୭।୧୧: ୨୦୨୪ରେ ମହାୟୁତିର ବିଶାଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ସସପେନ୍ସ ଜାରି ରହିଛି। ଗ୍ରାଣ୍ଡ ଆଲାଇନ୍ସରେ ସର୍ବାଧିକ ଆସନ ଜିତିଥିବା ଦଳଗୁଡ଼ିକ ହେଉଛି...

ସିନ୍ଧିଆ-ରାହୁଲଙ୍କ ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା, ଆଗକୁ ହେବ…

ନୂଆଦିଲ୍ଲୀ,୨୭।୧୧: ମଙ୍ଗଳବାର ସଂସଦରେ ସମ୍ବିଧାନ ଦିବସ ସମାରୋହ ଆୟୋଜନ କରାଯାଇଥିଲା। ତେବେ ସେଣ୍ଟ୍ରାଲ ହଲ୍‌ରେ ଏହି କାର୍ଯ୍ୟକ୍ରମରେ କିଛି ଅଜବ ଘଟଣା ଦେଖିବାକୁ ମିଳିଥିଲା। ଯେତେବେଳେ...

ମୁଖ୍ୟମନ୍ତ୍ରୀ ପଦ ବଦଳରେ ବଡ଼ ସର୍ତ୍ତ ରଖିଦେଲେ ଶିନ୍ଦେ, ଅଡୁଆରେ ଭାଜପା

ମୁମ୍ବାଇ,୨୭।୧୧:ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏନେଇ ମହାୟୁତିରେ ସସପେନ୍ସ ଲାଗି ରହିଛି। କିନ୍ତୁ ଏହାରି ଭିତରେ ଏକନାଥ ଶିନ୍ଦେ କିଛି ଏପରି ସଙ୍କେତ ଦେଇଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri