Categories: ଜାତୀୟ

ପଶ୍ଚିମବଙ୍ଗରେ ଭାଜପାକୁ ପଛରେ ଛାଡି ଟିଏମ୍‌ସି ଆଗୁଆ

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗରେ ଚାଲିଛି କଡା ଟକ୍କର। କେତେବେଳେ ଭାଜପା ଆଗରେ ତ ଆଉ କେତେବେଳେ ଟିଏମ୍‌ସି। ଏବେ ଭାଜପାକୁ ପଛରେ ପକାଇ ଟିଏମ୍‌ସି ଆଗକୁ ବଢିଛି।
ପ୍ରାରମ୍ଭିକ ଧାରା ଅନୁଯାୟୀ, ପଶ୍ଚିମବଙ୍ଗର ୪୨ଟି ଲୋକ ସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୮ଟିରେ ଟିଏମ୍‌ସି ଆଗୁଆ ଅଛି। ସେହିପରି ବିଜେପି ୩ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ଆଗୁଆ ଅଛି।

Share