ଭୁବନେଶ୍ୱର,୨୩।୧୨(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲାରୁ ସର୍ବାଧିକ ୫୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୬, ସୁନ୍ଦରଗଡରୁ ୩୦, କଟକରୁ ୨୭, ମୟୂରଭଞ୍ଜରୁ ୨୧, ପୁରୀରୁ ୨୧, ବରଗଡରୁ ୧୫, ନୂଆପଡାରୁ ୧୪, ବାଲେଶ୍ବରରୁ ୧୧, ଜଗତସିଂହପୁରରୁ ୧୧, ସମ୍ବଲପୁରରୁ ୧୦, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୭, ଗଞ୍ଜାମରୁ ୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦ୍ରାପଡାରୁ ୭, ଭଦ୍ରକରୁ ୫, ଗଜପତିରୁ ୫, କେନ୍ଦୁଝରରୁ ୩, କୋରାପୁଟରୁ ୩, ନବରଙ୍ଗପୁରରୁ ୨, ଦେବଗଡରୁ ୧, ଯାଜପୁରରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୭ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
Another 304 Covid patients have recovered and are being discharged on 23.12.2020
51 from Anugul
36 from Khordha
30 from Sundargarh
27 from Cuttack
21 from Mayurbhanj
21 from Puri
15 from Bargarh
14 from Nuapada
11 from Baleswar
11 from Jagatsinghpur
10 from Sambalpur— H & FW Dept Odisha (@HFWOdisha) December 23, 2020