ଭୁବନେଶ୍ୱର,୧୧।୧୦(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୩୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୧୧ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୩୬୬, ମୟୂରଭଞ୍ଜରୁ ୩୬୨, ଅନୁଗୋଳରୁ ୨୮୮, ଯାଜପୁରରୁ ୧୫୫, କେନ୍ଦ୍ରାପଡାରୁ ୧୩୧, ବରଗଡରୁ ୧୦୪, ପୁରୀରୁ ୧୦୩, ସମ୍ବଲପୁରରୁ ୯୩, କେନ୍ଦୁଝରରୁ ୮୯, ଭଦ୍ରକରୁ ୮୪, ବଲାଙ୍ଗୀରରୁ ୮୨, ଜଗତସିଂହପୁରରୁ ୭୬, ସୁନ୍ଦରଗଡରୁ ୭୨, ବୌଦ୍ଧରୁ ୬୪, ସୋନପୁରରୁ ୫୩ ଓ ଝାରସୁଗୁଡାରୁ ୫୨, ନୟାଗଡରୁ ୪୮, କଳାହାଣ୍ଡିରୁ ୪୭, କନ୍ଧମାଳରୁ ୪୬, ଗଞ୍ଜାମ, ନୂଆପଡାରୁ ୪୨ ଜଣ ଲେଖାଏ, ଢେଙ୍କାନାଳରୁ ୪୦, କୋରାପୁଟରୁ ୩୯, ମାଲକାନଗିରିରୁ ୩୫, ବାଲେଶ୍ୱରରୁ ୩୪, ଦେବଗଡରୁ ୨୨, ରାୟଗଡାରୁ ୧୪, ନବରଙ୍ଗପୁରରୁ ୧୩, ଗଜପତିରୁ ୧୦ ଓ ରାଜ୍ୟପୁଲରୁ ୨୨୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।