ଭୁବନେଶ୍ୱର,୨।୧୨(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୬୬୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୫୫, ଖୋର୍ଦ୍ଧାରୁ ୫୪, ସୁନ୍ଦରଗଡରୁ ୪୬, ବଲାଙ୍ଗୀରରୁ ୪୨, ଜଗତସିଂହପୁରରୁ ୩୯, ବାଲେଶ୍ୱରରୁ ୩୮, କଟକରୁ ୩୮, କେନ୍ଦୁଝରରୁ ୩୭, ଝାରସୁଗୁଡାରୁ ୨୮, କେନ୍ଦ୍ରାପଡାରୁ ୨୬, ନୂଆପଡାରୁ ୨୬, ପୁରୀରୁ ୨୩, ସମ୍ବଲପୁରରୁ ୨୩, ବରଗଡରୁ ୧୭, ଯାଜପୁରରୁ ୧୭, ଢେଙ୍କାନାଳରୁ ୧୬, ଭଦ୍ରକରୁ ୧୫, କଳାହାଣ୍ଡିରୁ ୧୧, ମାଲକାନଗିରିରୁ ୮, ନବରଙ୍ଗପୁରରୁ ୮, ଦେବଗଡରୁ ୪, ଗଞ୍ଜାମରୁ ୪, କୋରାପୁଟରୁ ୪, ରାୟଗଡାରୁ ୪, କନ୍ଧମାଳରୁ ୩, ନୟାଗଡରୁ ୩, ଗଜପତିରୁ ୨ ଓ ସୋନପୁରରୁ ୨ ଜଣ କରୋନା ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
Another 660 Covid patients have recovered and are being discharged on 02.12.2020
56 from Mayurbhanj
55 from Anugul
54 from Khordha
46 from Sundargarh
42 from Bolangir
39 from Jagatsinghpur
38 from Baleswar
38 from Cuttack
37 from Keonjhar
28 from Jharsuguda
26 from Kendrapara— H & FW Dept Odisha (@HFWOdisha) December 2, 2020