ଗୁଡ଼ି ସହ ୩୦ ଫୁଟ ଉଚ୍ଚକୁ ଉଡ଼ିଗଲେ ୩ ବର୍ଷର ଶିଶୁକନ୍ୟା, ପରେ ଯାହା ହେଲା ଦେଖିଲେ…

‘କାଇଟ୍‌ ଫେଷ୍ଟିଭାଲ’ ସମୟରେ ଅଭାବନୀୟ ଘଟଣା। ଗୁଡ଼ି ଉଡ଼ାଇବା ବେଳେ ୩୦ ଫୁଟ ଉଚ୍ଚକୁ ଉଡିଗଲେ ୩ ବର୍ଷର ଶିଶୁକନ୍ୟା। ସୋସିଆଲ ମିଡିଆରେ ଘଟଣା ସମ୍ପର୍କିତ ଏକ ଚମକାଇବା ଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଅନେକ ହତବାକ ହୋଇଯାଉଛନ୍ତି।
ଭିଡିଓଟି ତାଇଓ୍ବାନର ହୋଇଥିବା ବେଳେ ଶିଶୁକନ୍ୟା ମଧ୍ୟ ଉତ୍ସବରେ ଗୁଡ଼ି ଉଡାଇବାକୁ ଆସିଥିଲେ। ହେଲେ ଅସାବଧାନତାବଶତଃ ଗୁଡ଼ି ସହ ଆକାଶକୁ ଉଡି ଯାଇଥିଲେ। ସହାୟତା ପାଇଁ ଚିତ୍କାର କରିଥିଲେ ହେଁ ତାହା ସମ୍ଭବପର ହୋଇପାରି ନ ଥିଲା। ହେଲେ ସୌଭାଗ୍ୟବଶତଃ ପବନର ପ୍ରବାହ କମ୍‌ ହେବା ଯୋଗୁ ସେ ତଳକୁ ଖସିଥିଲେ। ଶେଷରେ ଉପସ୍ଥିତ କିଛି ଲୋକ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ତେବେ ଶିଶୁକନ୍ୟାଜଣଙ୍କ ଗୁରୁତର ଆହତ ହୋଇ ନ ଥିଲେ ହେଁ ଘଟଣାକୁ ନେଇ ସେ ସ୍ତବ୍ଧ ହୋଇଯାଇଥିବା ପରିବାରଲୋକେ କହିଛନ୍ତି। ସୋସିଆଲ ମିଡିଆରେ ଏହାର ଭିଡିଓ ଘୁରିବୁଲୁଛି।
ଆପଣ ବି ଦେଖନ୍ତୁ:


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହକ ମଧ୍ୟରେ ଇରାନରେ ପୁଣି ହେବ ରାଷ୍ଟ୍ରପତି ନିର୍ବାଚନ

ତେହରାନ,୨୯ା୬: ସପ୍ତାହକ ମଧ୍ୟରେ ପୁନର୍ବାର ଇରାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଲୋକମାନେ ଜୁଲାଇ ୫ରେ ପୁଣି ଭୋଟ୍‌ ଦେବେ। ଶୁକ୍ରବାର ଇରାନରେ ଅନୁଷ୍ଠିତ ରାଷ୍ଟ୍ରପତି...

ଜାଣନ୍ତୁ କାହା ଭୁଲ୍‌ ଯୋଗୁ ମହାକାଶରେ ଫସିଛନ୍ତି ସୁନୀତା, ଫେରିବା ନେଇ କହିଲେ…

ଓ୍ବାଶିଂଟନ,୨୯ା୬: ବୋଇଂର ଷ୍ଟାର୍‌ଲାଇନର ମହାକାଶଯାନରେ ସ୍ପେସ୍ ଷ୍ଟେଶନରେ ପହଞ୍ଚିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କୁ ହୁଏତ ମହାକାଶରେ ଦୀର୍ଘଦିନ ରହିବାକୁ ପଡ଼ିପାରେ।...

ବଲିଭିଆରେ ସାମରିକ ବିଦ୍ରୋହ ପଣ୍ଡ

ଲା ପାଜ୍‌,୨୯ା୬: ବଲିଭିଆ ରାଷ୍ଟ୍ରପତି ଲୁଇସ୍‌ ଆର୍‌ସେଙ୍କ ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ସୈନ୍ୟବାହିନୀ ବୁଧବାର ଚଳାଇିଥିବା ବିଦ୍ରୋହ ଉଦ୍ୟମ ପଣ୍ଡ ହୋଇଯାଇଛି। ଏଥିରେ ସମ୍ପୃକ୍ତ ୧୭...

ମହାକାଶରେ ଫସିଛନ୍ତି ସୁନୀତା

ଓ୍ବାଶିଂଟନ୍‌,୨୯ା୬: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ(୫୮) ନିଜ ମହାକାଶ ସହଯାତ୍ରୀ ବୁଚ୍‌ ଓ୍ବିଲମୋର୍‌ଙ୍କ ସହ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ଫସିଯାଇଛନ୍ତି। ଜୁନ୍‌...

ପ୍ରେସିଡେନ୍ସିଆଲ ଡିବେଟ୍‌: ବାଇଡେନ୍‌ଙ୍କୁ ଘେରିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୯ା୬: ଆସନ୍ତା ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟ ଜୋ ବାଇଡେନ ଓ ତାଙ୍କ ରିପବ୍ଲିକାନ୍‌ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପ୍‌ ପ୍ରସ୍ତୁତ। ବର୍ତ୍ତମାନର...

ଗାଜାରୁ ୧୯ ଅସୁସ୍ଥ ଶିଶୁଙ୍କୁ ମୁକ୍ତ କଲା ଇସ୍ରାଏଲ୍‌

ଖାନ୍‌ ୟୁନିସ(ଗାଜା ଷ୍ଟ୍ରିପ୍‌),୨୯ା୬: ଗାଜା ଷ୍ଟ୍ରିପ୍‌ରୁ ଇସ୍ରାଏଲ୍‌ କର୍ତ୍ତୃପକ୍ଷ ୧୯ ଅସୁସ୍ଥ ତଥା ଆହତ ଶିଶୁଙ୍କ ସମେତ ୬୮ ଜଣଙ୍କୁ ମୁକ୍ତ କରିଦେଇଛନ୍ତି। ସେମାନଙ୍କୁ ଗାଜା...

ବିଶ଼୍ବସ୍ତରରେ ଭାରତକୁ ବଡ଼ ସଫଳତା, ବଢ଼ିଲା ଶକ୍ତି

ନୂଆଦିଲ୍ଲୀ, ୨୬।୦୬: ଆନ୍ତର୍ଜାତିକ ସ୍ତରରେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ତଥା ଅର୍ଥ ହେରଫେର ଭଳି ଘଟଣାରେ ଅଙ୍କୁଶ...

ପ୍ରେମ, ଏକତାର ବାର୍ତ୍ତା ଦେଉଛନ୍ତି ଏଲ୍‌ଜିବିଟିକ୍ୟୁ+

ଜୁନ୍‌ ୧ରୁ ୩୦ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ‘ପ୍ରାଇଡ୍‌ ମାସ’ ଭାବେ ପାଳନ କରାଯାଉଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଏଲ୍‌ଜିବିଟିକ୍ୟୁ+ କମ୍ୟୁନିଟିମାନେ ପ୍ରାଇଡ୍‌ ୱାକ୍‌, ପରେଡ୍ସ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri