ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୮, ୨୦୨୧)

ଭୁବନେଶ୍ୱର ଓ କଟକ ବାଇପାସ କଡରେ ଜଣେ ଲୋକ ମଇଁଷି କୁ ନଡ଼ା ଖାଇବାକୁ ଦଉଛି

ବାଦାମବାଡ଼ି ଲିଙ୍କ ରୋଡ ରେ ପାରା ମାନେ ବସିଛନ୍ତି

କାଠଯୋଡ଼ି ନଦୀ ବ୍ରିଜ ଫୂଟପାଥ ପାର୍ଶ୍ୱରେ ଜମି ରହିଥିବା ବାଲି ସହ ଉଠିଥିବା ଅନାବନା ଗୁଳ୍ମ

ପିପିଲି ବାଇପାସ ରେ ଏକ ବିଲରେ ଟ୍ରାକଟର ଘାସକୁ ବିଲରୁ ସଫାକରୁଛି

ଭିଏସଏସ ନଗର ରାସ୍ତା ଉପରେ ପିଲା ମାନେ କ୍ରିକେଟ ଖେଳୁଛନ୍ତି

ସୋମବାର ଠାରୁ ବସ ଚାଲିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ସିଟି ବସ ଗୁଡିକ ଚାଲିବା ପାଇଁ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟନ ରେ ଛିଡା ହେଇଛନ୍ତି