ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧୦, ୨୦୨୩ )

କଟକ ବାରବାଟୀ ଦୁର୍ଗ ଓ ଦୁର୍ଗ ପାର୍ଶ୍ୱରେ ଥିବା ପାର୍କକୁ ଆଲୋକରେ ସଜ୍ଜିତ କରାଯାଇଛି

 

ରାଜଧାନୀରେ ହକି ବିଶ୍ୱକପ ପାଇଁ ଚାଲିଛି ପ୍ରସ୍ତୁତି

 

କଳାକାର ଏଲ୍ ଇଶ୍ୱର ରାଓ ହକି ବିଶ୍ୱକପ୍ ଟ୍ରଫିର ଏକ କ୍ଷୁଦ୍ର କଳାକୃତି ପ୍ରସ୍ତୁତ କରିଛନ୍ତି

 

କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଅଭ୍ୟାସ

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଏକାମ୍ର ନାଟ୍ୟ ସଙ୍ଘଠନର ନାଟ୍ୟ ଉତ୍ସବରେ ନାଟକ, ‘ଗୋଇଠା ବାବା’ ର ଦୃଶ୍ୟ