ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧୬, ୨୦୨୨)

ଭୁବନେଶ୍ୱରସ୍ଥିତ କେଶରୀ ହୋଟେଲରେ ଓଡିଶା କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ୫୭ତମ ଜାତୀୟ ପ୍ରେସ ଦିବସ ପାଳନ

 

ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ଭୁବନେଶ୍ୱର ପିଏମଜିରେ ଧାରଣା

 

ଜାତୀୟ ପ୍ରେସ ଦିବସ ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ସୂଚନା ଭବନରେ ଆୟୋଜିତ ଖବର କାଗଜ ପ୍ରଦର୍ଶନୀ

 

ଭୁବନେଶ୍ୱରସ୍ଥିତ ସୂଚନା ଭବନରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ଜାତୀୟ ପ୍ରେସ ଦିବସ ୨୦୨୨ ଆୟୋଜିତ

 

ଭୁବନେଶ୍ୱର ପିଏମଜି ଛକରେ ଓଡିଶା ରାଜ୍ୟ ଅନସୂଚିତ ଜାତି/ଉପଜାତି ଶିକ୍ଷକ କଲ୍ୟାଣ ମହାସଂଘ ପକ୍ଷରୁ ଧାରଣା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୫ ଏପ୍ରିଲ, ୨୦୨୫ )

ପୁରୀରେ ସାହି ଯାତ       ବର୍ଷା ପରେ କଟକର ବିଭିର୍ନ ଅଂଚଳର ଅବସ୍ଥା       ବ୍ରହ୍ମପୁରରେ ମା ବୁଢୀ ଠାକୁରାଣୀଙ୍କ...

ଓଡ଼ିଶା: ଆଜିର ଫଟୋ ( ୧୪ ଏପ୍ରିଲ , ୨୦୨୫ )

  ପବିତ୍ର ପଣା ସଂକ୍ରାନ୍ତି ଅବସରରେ ବାଲିଯାତ୍ରା ଉପର ପଡିଆ ନିକଟରୁ ହିନ୍ଦୁ ସେନା ପକ୍ଷ୍ୟରୁ ବାହାରିଥିବା ମହାବୀର ଧ୍ବଜା ଶୋଭାଯାତ୍ରା

ଓଡ଼ିଶା: ଆଜିର ଫଟୋ ( ୧୩ ଏପ୍ରିଲ, ୨୦୨୫ )

ଭୁବନେଶ୍ୱର ଉତ୍କଳ ମଣ୍ଡପରେ ରାଜଧାନୀ ପ୍ରତିଷ୍ଠା ଦିବସ ଉତ୍ସବ     ଭୁବନେଶ୍ୱର ସବର ସାହିର ବାସନ୍ତୀ ଦୁର୍ଗା ମନ୍ଦିର ନିକଟରେ ଝାମୁ ଯାତ୍ରା  ...

ଓଡ଼ିଶା: ଆଜିର ଫଟୋ ( ୧୨ ଏପ୍ରିଲ, ୨୦୨୫ )

ବ୍ରହ୍ମପୁରରେ ମା ବୁଢୀ ଠାକୁରାଣୀଙ୍କ ଯାତ୍ରାର ଦଶମ ଦିନ     ପୁରୀରେ ସାହିଯାତର ଷଷ୍ଠ ଦିବସରେ ଦୋଳମଣ୍ଡପ ସାହିର ଲଙ୍କା ପୋଡ଼ି ନୀତି  ...

ଓଡ଼ିଶା: ଆଜିର ଫଟୋ ( ୧୧ ଏପ୍ରିଲ , ୨୦୨୫ )

ମା ବୁଢୀ ଠାକୁରାଣୀ ଯାତ୍ରାର ନବମ ଦିନରେ ଘଟ ପରିକ୍ରମା

ଓଡ଼ିଶା: ଆଜିର ଫଟୋ ( ୧୦ ଏପ୍ରିଲ , ୨୦୨୫ )

ପୁରୀ ଶ୍ରୀକ୍ଷେତ୍ରରେ ସାହିଯାତ ପରମ୍ପରା ବାଲିଯାତ୍ରା ତଳ ପଡିଆରେ ହେବାକୁଥିବା ଆୟୁଷ୍ମାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ସମୀକ୍ଷା କରୁଛନ୍ତି ଡେପୁଟି ଚିଫ ମିନିଷ୍ଟର...

ଓଡ଼ିଶା: ଆଜିର ଫଟୋ ( ୯ ଏପ୍ରିଲ, ୨୦୨୫ )

ବ୍ରହ୍ମପୁରରେ ମା ବୁଢୀ ଠାକୁରାଣୀଙ୍କ ଯାତ୍ରାର ସପ୍ତମ ଦିନ     କଳା ବିକାଶ କେନ୍ଦ୍ର ଅଡିଟୋରିଅମରେ ସଂସ୍କୃତି ବିହାର କଟକ ପକ୍ଷରୁ ମଞ୍ଚସ୍ଥ ଗୀତିନାଟ୍ୟ,...

ଓଡ଼ିଶା: ଆଜିର ଫଟୋ ( ୮ ଏପ୍ରିଲ , ୨୦୨୫ )

 ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରାର ଷଷ୍ଠ ଦିନ   ଏକାମ୍ର ପ୍ରକାଶନୀ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ଲିଙ୍ଗରାଜ ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image