ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୭, ୨୦୨୩ )

କଟକ ଚାନ୍ଦିନୀ ଚୌକ ଜଗନ୍ନାଥ ମନ୍ଦିର ରଥ ଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି

 

 

ପବିତ୍ର ରଥ ଯାତ୍ରାରେ ଚତୁର୍ଦ୍ଧା ମୂର୍ତିଙ୍କ ପହଣ୍ଡି ବିଜେ ସମୟରେ ଲାଗି ଟାହିଆ କଟକ ଫିରିଙ୍ଗ ବଜାର ଅଂଚଳରେ ପ୍ରସ୍ତୁତ କରୁଥିବା କାରିଗର

 

 

କଟକ ଅଲିଶା ବଜ଼ାର ଅଂଚଳରେ ରଜ ପରେ ମା ବସୁଧାଙ୍କୁ ପାରମ୍ପରିକ ରୀତିରେ ମହିଳା ପୂଜାର୍ଚ୍ଚନା କରୁଛନ୍ତି

 

 

କଟକ ସହୀଦ ଭବନରେ ସୂର ମନ୍ଦିର ନୁତ୍ୟାନୁଷ୍ଠାନ ପକ୍ଷ୍ୟରୁ ରୌପ୍ୟ ଜୟନ୍ତୀ ଓ ରଜ ମହୋତ୍ସବର ୩ୟ ସନ୍ଧ୍ୟା, ମଧୁସ୍ମିତା ମହାନ୍ତି ଓ ତନିଷା ମହାନ୍ତିଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ