ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୧୮, ୨୦୨୦)

ଭୁବନେଶ୍ୱରରେ ଆଜିଠାରୁ ଖୋଲିଲା ଓଡିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟ

ଭୁବନେଶ୍ୱର ହଂସପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍କଲାରଶିପ ପରୀକ୍ଷା ପାଇଁ ପିଲାମାନେ ଯାଉଛନ୍ତି

 

ବାଲିଅନ୍ତା କୁଆଖାଇ ନଦୀ ପାର୍ଶ୍ୱରେ ମ‍ଇଁଷିମାନେ ଯାଉଛନ୍ତି

 

ପିପିଲି ବାଇପାସ କଡରେ ଶୋଭା ପାଉଛି କାଶତଣ୍ଡୀ ଫୁଲ