ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧, ୨୦୨୦)

କଟକଣା ଯୋଗୁ ଫିକା ପଡିଲା ଇଦ : କଟକ ସହରର ବିଭିନ୍ନ ମସଜିଦ ଶୂନଶାନ

ଗଣେଶଙ୍କ ମୂର୍ତ୍ତିରେ ରଙ୍ଗ ଦେଉଛନ୍ତି କଟକ କୁମ୍ଭାରସାହିରେ ଜଣେ ଶିଳ୍ପୀ

 

କଟକ କଲେଜ ଛକରେ ରାଖୀ କିଣୁଛନ୍ତି ମହିଳା

ଲକଡାଉନ କଟକଣା କୋହଳ ହେବାପରେ କଟକ ସହରରେ ଗହଳି

କଟକଣା କୋହଳ ହେବାପରେ ଭୁବନେଶ୍ୱର କଳ୍ପନା ଛକ ନିକଟରେ ରାସ୍ତା ଜାମ