ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧, ୨୦୨୦)

କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଆତ୍ମୀୟ ସ୍ୱଜନମାନେ ଷ୍ଟ୍ରେଚରରେ ରୋଗୀଙ୍କୁ ଚିକିତ୍ସ୍ୟା ପାଇଁ ନେଇ ଯାଉଛନ୍ତି

 

ପୁରୀ ନୂଆ ନଈରେ ମାଛ ଧରୁଛନ୍ତି ମତ୍ସ୍ୟଜୀବୀ

 

ପୁରୀ ମେରାଇନ ଡ୍ରାଇଭ ରାସ୍ତାରେ ବାଲୁଖଣ୍ଡରୁ ଜାଳ ସଂଗ୍ରହ କରି ଫେରୁଛନ୍ତି ମହିଳା

 

ଭୁବନେଶ୍ୱର ଆଇଗଣିଆଠାରେ ବିଡିଏ ପକ୍ଷରୁ ବେଆଇନ ନିର୍ମାଣକୁ ଉଛେଦ କରାଯାଉଛି