ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୯ , ୨୦୨୦)

ମହାନଦୀ କୂଳରେ ଖାଦ୍ୟ ପାଇଁ ଶିକାର ଖୋଜୁଥିବା ପକ୍ଷୀ

କରନା ମହାମାରୀ ହେତୁ ବାଲିଯାତ୍ରା ବନ୍ଦ ହେବା ଫଳରେ ପଡିଆ ଖାଲି ଖାଲି ଦିଶୁଛି

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚୌଧୁରୀ ବଜାରର ଏକ ପୂଜା ଦୋକାନରେ ପ୍ରଦର୍ଶିତ କାଗଜ ଡଙ୍ଗା

ରାଜଧାନୀରେ ଜଣେ ବୃଦ୍ଧ ମହିଳା ଏକ ଗଦା ସ୍କ୍ରାପ୍ ନେଇ ଯାଉଛନ୍ତି