Type your search query and hit enter:
Homepage
ଫଟୋରେ ଖବର
Categories:
ଆଜିର ଫଟୋ
ଫଟୋରେ ଖବର
ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୧, ୨୦୨୨ )
3 years ago
ଭୁବନେଶ୍ୱର ୟୁନିଟ-୧ ମାର୍କେଟରେ ବିକ୍ରୟ ପାଇଁ ଶ୍ରୀ ଗଣେଶଙ୍କ ପ୍ରତିମାକୁ ସଜାଇ ରଖାଯାଇଛି
ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟ ପରିସରରେ ରୋଟାରି କ୍ଲବ ପକ୍ଷରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତା
ଉତ୍କଳ ୟୁନିଭର୍ସିଟି ଆଲୁମନି ଆଶୋସିଏସନ ପକ୍ଷରୁ ଆୟୋଜିତ ଦ୍ଵିତୀୟ ବାର୍ଷିକ ଉତ୍ସବ
ଭୁବନେଶ୍ୱର ସ୍ଥିତ ଭଞ୍ଜ କଳମଣ୍ଡପରେ ଆୟୋଜିତ ପ୍ରଜ୍ଞାନ ପ୍ରତିଭା ଆୱାର୍ଡ ପ୍ରଦାନ ଉତ୍ସବରେ ଓଡିଶୀ ନୃତ୍ୟ କାର୍ଯ୍ୟକ୍ରମ
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ କଳାକାର ଥିଏଟର ଗ୍ରୁପ ଓ ରିଜିଓନାଲ କଲେଜ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ ‘ନାଟକ ରାଗ’ ରେ ପରିବେଷିତ ନାଟକ
କଟକ କାଠଯୋଡ଼ି ନଦୀ ତଟରେ ମାଛ ଧରା ଡଙ୍ଗା
କଟକ ଖାନନଗର ରିଂ ରୋଡ ପାର୍ଶ୍ୱରେ ଫୂଟପାଥରେ ଥିବା ସିମେଣ୍ଟ ଚେୟାର ସମ୍ମୁଖରେ ପଡ଼ି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା
କଟକ ମହାନଗର ନିଗମ ଦ୍ୱାରା ନିର୍ମିତ ଖାନନଗର ସ୍ଥିତ ଉଦ୍ୟାନ ବ୍ୟବହାର ନ ହୋଇପାରି ଜଙ୍ଗଲ ପାଲଟି ଗଲାଣି
Subscribe to updates
Unsubscribe from updates
Share
3 years ago
Related Post
ଓଡ଼ିଶା: ଆଜିର ଫଟୋ ( ୧୮ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୭ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୬ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୫ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୨ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୧ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୦ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ (୯ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୮ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୫ ମାର୍ଚ୍ଚ, ୨୦୨୫ )
L