ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨୨, ୨୦୨୦)

ଭୁବନେଶ୍ୱର ଓୟୁଏଟି ଫାର୍ମହାଉସରେ ଶୁଖିଯାଇଥିବା ସୋରିଷ ଗଛ ଟ୍ରାକ୍ଟର ମେସିନ ଦ୍ୱାରା ସଫା କରାଯାଉଛି

ରାଜଧାନୀ ଚନ୍ଦ୍ରଶେଖରପୁର ନୀଳମାଧବ ବସ୍ତି ବିଡିଏ ଦ୍ୱାରା ଉଚ୍ଛେଦ କରାଯାଉଛି

ଭୁବନେଶ୍ୱର ଓୟୁଏଟି ଫାର୍ମହାଉସରେ ମେସିନ ଦ୍ୱାରା ଧାନ ଅମଳ କରାଯାଉଛି