ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨୩, ୨୦୨୦)

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ରୋଡ୍‌ରେ ପ୍ଲାଷ୍ଟିକ ଫୁଲ କିଣୁଛନ୍ତି ଜଣେ ମହିଳା

ଦୀର୍ଘ ନଅମାସ ପରେ ପୁରୀ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ନିମନ୍ତେ ଖୋଲିବା ପରେ ଦର୍ଶନାର୍ଥେ ଯାଉଛନ୍ତି ସେବାୟତ ପରିବାର

ରାଜଧାନୀ ଲୋହିଆ ଏକାଡେମିରେ ଫୁଲଗଛରୁ ମହୁ ସଂଗ୍ରହ କରୁଛି ମହୁମାଛି

ମାଣବସା ଗୁରୁବାର ପୂଜାର୍ଚ୍ଚନା ନିମନ୍ତେ କଟକ ରାଣୀହାଟରେ ପୂଜାସାମଗ୍ରୀ କିଣିବା ପାଇଁ ଗ୍ରାହକମାନଙ୍କର ଭିଡ