Advertisement

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୬, ୨୦୨୨ )

ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ‘ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା-୨୦୨୨’ ଆୟୋଜିତ

 


ଓଡିଶା ଏନଭାଇରନମେଣ୍ଟାଲ ସୋସାଇଟି ତରଫରୁ ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ୪୧ତମ ପ୍ରତିଷ୍ଠା ଦିବସ ପାଳିତ

 

 

ସିଏମସି କାଉନସିଲ ବୈଠକରେ ବିରୋଧୀ ଦଳ କର୍ପୋରେଟରଙ୍କ ହଟ୍ଟଗୋଳ

 

 

କଟକ ତୁଳସୀପୁର ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧିପୀଠରେ ମଧୁସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ଅନୁଷ୍ଠିତ ନିତ୍ୟପୂଜ୍ୟ ପୂଜାରେ ଯୋଗ ଦେଇଛନ୍ତି ବିଏମସି କମିଶନର ସୁଲୋଚନା ଦାସ, ସିଏମସି କମିଶନ ସୁବାସ ସିଂ ଏବଂ ଅନ୍ୟ ସଦସ୍ୟ ମାନେ