ଓଡ଼ିଶା: ଆଜିର ଫଟୋ ( ଜୁନ୍ ୩,  ୨୦୨୩ )

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଆହତ ମାନଙ୍କୁ କଟକ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଉଛି ଓ ମେଡିକାଲରେ ଜନ ଗହଳି

 

 

ଭୁବନେଶ୍ୱର ରେଳ ଷ୍ଟେସନରେ, ଟ୍ରେନ ବାତିଲ ଯୋଗୁ ଯାତ୍ରୀମାନେ ଅପେକ୍ଷା କରିଛନ୍ତି

 

 

ରାଜଧାନୀରେ ପ୍ରବଳ ଖରା, ରେଳ ଷ୍ଟେସନରେ ୨ଜଣ ଶିଶୁ ଶୋଇଛନ୍ତି ଜଣେ ଶିଶୁ ବିଞ୍ଚଣାରେ ବିଂଛୁଛି

 

 

ବାଲେଶ୍ୱର ରେଳ ଦୁର୍ଘଟଣା ସ୍ଥଳରୁ ଆସୁଥିବା ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ, କାସୁଆଲଟି ସମ୍ମୁଖରେ ଅପେକ୍ଷାରତ ଜୁନିଅର ଡାକ୍ତର ମାନେ

 

 

ଏସସିବି ମେଡିକାଲ କାସୁଆଲଟି ସମ୍ମୁଖରେ ସ୍ଵେଚ୍ଛା ସେବି ସଂଗଠନ ପକ୍ଷ୍ୟରୁ ମୃଦୁ ପାନୀୟ ବଣ୍ଟନ କରାଯାଉଛି