Type your search query and hit enter:
Homepage
ଫଟୋରେ ଖବର
Categories:
ଆଜିର ଫଟୋ
ଫଟୋରେ ଖବର
ଓଡ଼ିଶା: ଆଜିର ଫଟୋ (ମେ ୪,୨୦୨୨)
3 years ago
ଜାତୀୟ ଶିକ୍ଷା ନୀତି ୨୦୨୦କୁ ବାତିଲ କରିବା ଦାବି ନେଇ ଏଆଇଡିଏସଓ ପକ୍ଷରୁ ରେଭେନଶା ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଦସ୍ତଖତ ଅଭିଯାନ
କଟକ ଶହୀଦ ଭବନରେ ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ‘ସ୍ମୃତିରେ ବୀଣାପାଣି’ ପତ୍ରିକା ଉନ୍ମୋଚନ
କଟକ ଶତାବ୍ଦୀ ଭବନରେ ଗିରିଶ ମିଶ୍ରଙ୍କ ପଞ୍ଚମ ଉପନ୍ୟାସ ‘କନ୍ୟା ପଞ୍ଚକ’ ଉନ୍ମୋଚନ
ଓଡିଶା ବିଜ୍ଞାନ ଆକାଡେମୀ ପକ୍ଷରୁ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ
ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀ ସହାୟତା କେନ୍ଦ୍ର ଉଦଘାଟନ କରୁଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା
ଭୁବନେଶ୍ୱର ମହାନଗର ନିଗମ ଷ୍ଟାଣ୍ଡିଙ୍ଗ କମିଟି ମିଟିଂ
Subscribe to updates
Unsubscribe from updates
Share
3 years ago
Related Post
ଓଡ଼ିଶା: ଆଜିର ଫଟୋ (୨୦ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୯ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୮ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୭ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୬ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୫ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୨ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୧ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୦ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ (୯ ମାର୍ଚ୍ଚ , ୨୦୨୫ )
L