ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୫, ୨୦୨୦)

ଭୁବନେଶ୍ୱର କୋର୍ଟ ସମ୍ମୁଖରେ ଶିଶୁକୁ ଧରି ଯାଉଛନ୍ତି ଜଣେ ମହିଳା

ଭୁବନେଶ୍ୱରରେ ଦୁଇ ବାଳିକା ବିକ୍ରି ଉଦ୍ଦେଶ୍ୟରେ ଛାଞ୍ଚୁଣୀ ଧରି ରାସ୍ତାରେ ଯାଉଛନ୍ତି

ପ୍ରଥମାଷ୍ଟମୀ ଉପଲକ୍ଷେ କଟକ ହାଇକୋର୍ଟ ଛକ ରାସ୍ତା ପାର୍ଶ୍ୱରେ ନଡିଆ ଓ ହଳଦୀପତ୍ର କିଣୁଛନ୍ତି ଗ୍ରାହକ

ରାଜଧାନୀ କଳ୍ପନା ଛକ ରାସ୍ତା ପାର୍ଶ୍ୱରେ ନିଜ ଛୁଆର କାନ ଦେଖୁଛନ୍ତି ମହିଳା

ଭୁବନେଶ୍ୱର ଧଉଳିରେ ସୂର୍ଯ୍ୟାସ୍ତ