ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୨ , ୨୦୨୦)

କଟକ କଲେଜ ଛକସ୍ଥିତ ଏକ ରାସ୍ତା ଉପରେ ପିଲାମାନେ କ୍ରିକେଟ ଖେଳୁଛନ୍ତି

ଭୁବନେଶ୍ୱରରେ ୨ୟ ଦିନରର ଶଟଡାଉନର ଦୃଶ୍ୟ

ଭୁବନେଶ୍ୱର ସ୍ଥିତ ଏଜି ଛକ ନିକଟରେ ଜଣେ ଯୁବକ ପାରାଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି

ଭୁବନେଶ୍ୱର ସ୍ଥିତ ୟୁନିଟ ୩ ନିକଟ ପ୍ରଦର୍ଶନୀ ରୋଡରେ ୨ ଜଣ ବ୍ୟକ୍ତି ଜାମୁ କୋଳି ତୋଳୁଛନ୍ତି