ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୪ , ୨୦୨୦)

ଭୁବନେଶ୍ୱର ରାଜମହଲ ଛକରେ  ବେପରୁଆ ଗାଡି ଚାଳକଙ୍କ ଠାରୁ

ଜରିମାନା ଆଦାୟ କରାଯାଉଛି

ଭୁବନେଶ୍ୱର ଭିଏସଏସ ନଗରରେ ବିଡିଏ ପକ୍ଷରୁ ଉଛେଦ ଚାଲିଛି

କଟକ ଚୌଧୁରୀ ବଜାରରେ ଏକ ଦୋକାନରୁ ଜଣେ ଗ୍ରାହକ ରାଖୀ କିଣୁଛନ୍ତି

ରାଜଧାନୀରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ବେଳେ ରାସ୍ତାରେ ପ୍ରବଳ ଗହଳି

ଭୁବନେଶ୍ୱର ରାଜମହଲ ନିକଟରେ ଜଣେ ଦୋକାନୀ ବେତ ତିଆରି ସାମଗ୍ରୀକୁ ରଙ୍ଗ କରୁଛନ୍ତି

ଭୁବନେଶ୍ୱର ରାଜମହଲ ରାସ୍ତା ପାର୍ଶ୍ୱରେ ଜଣେ ଶିଶୁ ଦୋକାନ ସମ୍ଭାଳିବା ସହ ପାଠ ପଢୁଛନ୍ତି