ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୭, ୨୦୨୦)

କଟକ ଶଟଡାଉନ ଯୋଗୁଁ ସମସ୍ୟାରେ ଯାତ୍ରୀ

 

କଟକ ଯୋବ୍ରା ଅଞ୍ଚଳରେ ମୁଣ୍ଡରେ ନଡ଼ା ଲଦି ଯାଉଛନ୍ତି ମହିଳା

କଟକରେ ଗାଡି ମୋଟର କଡାକଡି ଯାଞ୍ଚ

କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରକୁ ବିଶୋଧନ କରାଯାଉଛି

ଭୁବନେଶ୍ୱର ଉପକଣ୍ଠ ଦୟାନଦୀ କୂଳ ସବୁଜ କ୍ଷେତରେ ମଇଁଷି