ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୮, ୨୦୨୦)

ନରାଜ ଆନିକଟରେ ମାଛ ଧରୁଛନ୍ତି ଧୀବର

 

ଯାତ୍ରୀ ନ ଥିବାରୁ କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବସ

ସିଏମସି ପକ୍ଷରୁ କଟକ ଚୌଧୁରୀ ବଜାର ଅଞ୍ଚଳରେ ସମସ୍ତ ଘର ବିଶୋଧନ କରାଯାଉଛି

କଟକ ସିଡିଏ ସେକ୍ଟର-୮ ରିଂ ବନ୍ଧ ରାସ୍ତାରେ ଅସ୍ଥାୟୀ  ପରିବା ମାର୍କେଟରେ ଗହଳି

 

କଟକ ସହର ଶଟଡାଉନ

 

ନୂଆପଲ୍ଲୀ ଦୁର୍ଗାପୂଜା ପଡ଼ିଆ ପାଖରେ ଥିବା ବେଆଇନ ଘରକୁ ବିଡିଏ ପକ୍ଷରୁ ଉଛେଦ କରାଯାଉଛି