ଓଡ଼ିଶା: ଆଜିର ଫଟୋ (ଜୁନ୍ ୩୦, ୨୦୨୦)

ଭୁବନେଶ୍ୱରରେ ପାରାମାନଙ୍କୁ ଖାଇବାକୁ ଦେଉଛନ୍ତି ଜଣେ ବ୍ୟକ୍ତି

 

ଭୁବନେଶ୍ୱର ରାଜପଥରେ ସାଇକେଲରେ ବୁଲିବାର ମଜା

 

ବିଦ୍ୟୁତ କର୍ମଚାରୀ ଭୁବନେଶ୍ୱରର ପିଏମଜି ମାର୍ଗରେ ମରାମତି କାର୍ଯ୍ୟରେ ବ୍ୟସ୍ତ

 

କଟକ ଡିସିପି କାର୍ଯ୍ୟାଳୟରେ ମହିଳା ପାଟ୍ରୋଲିଂ ୟୁନିଟର ଶୁଭାରମ୍ଭ