ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୫, ୨୦୨୦)

କଟକ ରାଣୀହାଟ ପୋଲ ଫୂଟପାଥ ଉପରେ ବ୍ୟକ୍ତିଜଣକ ଛତା ମରାମତି କରୁଛନ୍ତି

 

କଟକ ଏସସିବି ମେଡିକାଲ ପରିସରରେ ଥିବା ସ୍ବୀପର କଲୋନୀ କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି

 

କଟକ ତାଳଦଣ୍ଡା କେନାଲ ପାର୍ଶ୍ୱରେ ଥିବା  ଗଛତଳେ ବତକମାନେ ଆଶ୍ରୟ ନେଉଛନ୍ତି

 

ଅନୁଗୋଳ ସହରରେ ଜଣେ ଶ୍ରମିକ କାମ କରୁଛନ୍ତି