ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୦, ୨୦୨୧)

ଭୁବନେଶ୍ୱରରେ ଯୋଗାଣ ପାଣିରୁ ନିଜର ତୃଷ୍ଣା ମେଣ୍ଟାଉଛନ୍ତି ଯୁବକ

 

ଭୁବନେଶ୍ୱର ରେଳ ଷ୍ଟେସନରେ ସାନିଟାଇଜେସନ ଓ ମାସ୍କ ଲାଗି ସଚେତନ କରାଉଛନ୍ତି କର୍ତ୍ତୃପକ୍ଷ

 

ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁରରେ ମାସ୍କ ଚେକିଂ

 

ଭୁବନେଶ୍ୱରରେ ଲିଙ୍ଗରାଜ ମହାପ୍ରଭୁଙ୍କର ରୁକୁଣା ରଥଯାତ୍ରା ଲାଗି ପ୍ରସ୍ତୁତି

 

 

ବ୍ରହ୍ମପୁରରେ ମା’ ବୁଢୀ ଠାକୁରାଣୀ ଯାତ୍ରାର ଦ୍ଵିତୀୟ ଦିନ ରେ ଭକ୍ତଙ୍କ ଭିଡ଼