ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୦, ୨୦୨୩ )

ଶ୍ରାବଣ ମାସର ପ୍ରଥମ ସୋମବାରରେ ଲିଙ୍ଗରାଜ ମନ୍ଦିରରେ ଜଳ ଲାଗି କରିବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି

 

 

କଟକ ମହାନଦୀ ଗଡଗଡିଆ ଘାଟରୁ ବିଭିନ୍ନ ଶୈବ ପୀଠକୁ ଜଳ ଲାଗି ନେଇ କାଉଡିଆ ଯିବା ପରେ ସୋମବାର ନଦୀ ତଟ ପାର୍ଶ୍ୱରେ ପଡି ରହିଥିବା ଅଳିଆ ଆବର୍ଜନା

 

 

ଭୁବନେଶ୍ୱର ଜିକେସିଏମରେ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ୭୫ତମ ଜନ୍ମ ବାର୍ଷିକୀ ପାଳନ