ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୦, ୨୦୨୧)

ମହାଶିବରାତ୍ରି ଲାଗି ଆଲୋକମାଳାରେ ସୁସଜ୍ଜିତ କଟକ ବକ୍ସିବଜାରସ୍ଥିତ ଅମରେଶ୍ବର ମନ୍ଦିର

ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ଓ ବିଧାୟକଙ୍କ ହେଉଛି କୋଭିଡ ପରୀକ୍ଷା

ଫଗୁଣ ଆଗମନରେ ଆମ୍ବ ଗଛରେ ଶୋଭାପାଉଛି ଆମ୍ବ

 

ଇଷ୍ଟକୋଷ୍ଟ ରେଲୱେ ଓ ଓଡିଶା ପୋଲିସ ମଧ୍ୟରେ ଓଡିଶା ମହିଳା ପୁଟବଲ ଲିଗର ମ୍ୟାଚ