ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୦, ୨୦୨୧)

କରୋନା କଟକଣା ପାଇଁ କଟକ ଚାନ୍ଦିନୀଚୌକର ଏକ ଛାତ ଉପରେ ଛଟ ପୂଜା କରୁଛନ୍ତି ବିହାରୀ ସମ୍ପ୍ରଦାୟର ମହିଳା

 

କଟକ ଆରିଲୋଠାରେ ମେଗା ଓମ୍‌ଫେଡ ଡାଏରୀ ପ୍ଲାଣ୍ଟ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ

 

ଭୁବନେଶ୍ୱର ୟୁନିଟ-୩ସ୍ଥିତ ଏକ ଛାତ ଉପରେ ବିହାରୀ ସମ୍ପ୍ରଦାୟର ମହିଳାଙ୍କ ଛଟ ପୂଜା