ଓଡ଼ିଶା: ଆଜିର ଫଟୋ ( ଫେବୃଆରୀ ୧୦, ୨୦୨୪)

ବଡ଼ଛତା ମଠ ଦ୍ୱାରା ପ୍ରସ୍ତୁତ ମହାପ୍ରଭୁଙ୍କ ଳାଗି ପଦ୍ମବେଶ ଶ୍ରୀମନ୍ଦିରକୁ ନିଆଯାଉଛି

 

 

ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡରେ ଗଛରେ ପତ୍ର ଝଡ ହୋଇଛି

 

 

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ : ଭାରତ ବନାମ ସ୍ପେନ, ଭାରତ ବିଜୟୀ

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଭାରତ ରଙ୍ଗ ମହୋତ୍ସବ ପକ୍ଷରୁ ନାଟକ ଚିତ୍ରାଙ୍ଗଦା