ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୧, ୨୦୨୩ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ‘We Are One Group’ ର କଳାକାର ମାନେ ୧୮ତମ ଗୁରୁ ଦକ୍ଷିଣା ଉତ୍ସବରେ ଚକ ଚେୟାରରେ ନୃତ୍ୟ ପରିବେଷଣ କରୁଛନ୍ତି

 

 

 

ରାଜଧାନୀ ଭୁବନେଶ୍ୱରରେ ବର୍ଷାରେ ବମିଖାଲ ରୋଡରେ ପ୍ରବଳ ପାଣି ଲୋକ ହଇରାଣ

 

 

ରାଜଧାନୀରେ ପ୍ରବଳ ବର୍ଷାରେ ସହୀଦ ନଗର ଓଭର ବ୍ରିଜ ଉପରେ ପ୍ରବଳ ପାଣି