ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୨, ୨୦୨୦)

ମାସ୍କରେ ତ୍ରିରଙ୍ଗା: କଟକ କଚେରୀ ରୋଡ଼ରେ ଚାଲିଛି ଏଭଳି ମାସ୍କ ବ୍ୟବସାୟ

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ଲାଗି ପରେଡ ଅଭ୍ୟାସ

ଭୁବନେଶ୍ୱରରେ ବର୍ଷା

କଟକ କାଠଯୋଡ଼ି ନଦୀ ପଠାରୁ ମା ଦୁର୍ଗାଙ୍କ ମୂର୍ତ୍ତି ତିଆରି ଲାଗି ମାଟି ଅନୁକୂଳ