ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୨, ୨୦୨୧)

କଂଗ୍ରେସର ୬ ଘଣ୍ଟିଆ ହରତାଳ ସମୟରେ ଭୁବନେଶ୍ୱରର ଦୃଶ୍ୟ

 

ମାଷ୍ଟରକ୍ୟାଣ୍ଟିନ ସ୍କୋୟାରରେ ଥିବା ଆଇ ଲଭ୍ ଭୁବନେଶ୍ୱର ଲୋଗୋ ସହିତ ଯୁବତୀ ଫଟୋ ଉଠାଉଛନ୍ତି

 

କଟକର ପୁରୀଘାଟ ରୋଡରେ କାର୍ତ୍ତିକପୂର୍ଣ୍ଣିମା ପାଇଁ କାଗଜ ଡଙ୍ଗା ବିକ୍ରି ହେଉଛି

 

କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ସମୟରେ କଟକ ବାଦାମବାଡ଼ି ଲିଙ୍କ୍ ରୋଡ୍ ଦୃଶ୍ୟ

 

ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷା