ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୧୨, ୨୦୨୩ )

କଟକ ମଙ୍ଗଳବାଗ ରିଙ୍ଗ ରୋଡ ପାର୍ଶ୍ୱସ୍ଥ ମହାନଦୀ ତଟ ନିକଟରେ କାଶତଣ୍ଡୀ ଫୁଲର ସମ୍ଭାର

 

 

ଭୁବନେଶ୍ୱର ବମିଖାଲ ରୋଡରେ ଖାଲ ଓ ପାଣି ଜମିରହିଛି ଲୋକେ ହନ୍ତସନ୍ତ

 

 

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପରେ ହସ୍ପିଟାଲରେ ସଫେଇ କାର୍ଯ୍ୟ ବିପର୍ଯସ୍ତ

 

 

ସେପ୍ଟେମ୍ବର ୧୬ରେ ଉଦ୍‌ଘାଟନ ହେବାକୁ ଥିବା କଟକ ନେତାଜୀ ବସ୍ ଟର୍ମିନାଲ୍ ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ

 

 

କଟକ ଯୋବ୍ରା ତାଳଦଣ୍ଡା କେନାଲରେ ବୋଟିଙ୍ଗ ସ୍ଥଳ ଓ ଫୁଡ କୋର୍ଟ ସେପ୍ଟେମ୍ବର ୧୬ରେ ଉଦ୍‌ଘାଟନ ହେବ