ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୩, ୨୦୨୧ )

ଭୁବନେଶ୍ୱରର ୟୁନିଟ୍- ୯ ଅଞ୍ଚଳରେ ଜଣେ ରାଖୀ ବ୍ୟବସାୟୀ ରାଖୀଗୁଡିକୁ ସଜାଉଛନ୍ତି

 

ଆଗକୁ ୨ ଦିନ ଶଟ୍‌ଡାଉନ୍ ହେବାକୁଥିବାରୁ ଭୁବନେଶ୍ୱର ବାପୁଜୀ ନଗର ରୋଡରେ ଟ୍ରାଫିକ୍ ସମସ୍ୟା

 

ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଛି

 

ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଥିବା ଏକ ଟ୍ୟାଙ୍କରରୁ ପାଣି ଲିକ୍ ହଉଚି

 

ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାପାଇଁ ପୁରୀ ପୋଲିସ ପକ୍ଷରୁ ମକଡ୍ରିଲ୍ କରାଯାଉଛି