
ଭୁବନେଶ୍ୱରରେ ଲଗାଣ ବର୍ଷା
ସିଆରପିଏଫ ଯବାନଙ୍କ ଦ୍ୱାରା ତ୍ରିରଙ୍ଗା ସହ ବାଇକ ରାଲି


ସ୍ୱାଧୀନତା ଦିବସ ସମାରୋହ ଲାଗି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପରେଡ ଅଭ୍ୟାସ
ଭୁବନେଶ୍ୱର ସହୀଦ ନଗର ଦୁର୍ଗା ପୂଜା ସମିତି ଓ ରୋଟାରି କ୍ଳବ ପକ୍ଷରୁ ରୁପାଲି ଛକରୁ ବାଣୀବିହାର ଅଭିମୁଖେ ବାହାରିଥିବା ତ୍ରିରଙ୍ଗା ଯାତ୍ରା
ଭୁବନେଶ୍ୱର ସ୍ଥିତ ଭଞ୍ଜ କଳାମଣ୍ଡପରେ ନୃତ୍ୟକଳା ଡାନ୍ସ ଆକାଡେମୀ ପକ୍ଷରୁ ନୃତ୍ୟ ପରିବେଷଣ
ଓଡିଶା ଉଚ୍ଚ ନ୍ୟାୟାଳୟର କନ୍ଫରେନ୍ସ ହଲରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ନୂତନ ବିଚାରପତି ଭାବେ ନିଯୁକ୍ତ ଗୌରୀ ଶଙ୍କର ଶତପଥୀ ଏବଂ ଚିତ୍ତ ରଞ୍ଜନ ଦାଶଙ୍କୁ ଶପଥ ପାଠ କରାଉଛନ୍ତି