Type your search query and hit enter:
Homepage
ଫଟୋରେ ଖବର
Categories:
ଆଜିର ଫଟୋ
ଫଟୋରେ ଖବର
ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୩, ୨୦୨୨)
3 years ago
ଭୁବନେଶ୍ୱରରେ ଲଗାଣ ବର୍ଷା
ସିଆରପିଏଫ ଯବାନଙ୍କ ଦ୍ୱାରା ତ୍ରିରଙ୍ଗା ସହ ବାଇକ ରାଲି
ସ୍ୱାଧୀନତା ଦିବସ ସମାରୋହ ଲାଗି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପରେଡ ଅଭ୍ୟାସ
ଭୁବନେଶ୍ୱର ସହୀଦ ନଗର ଦୁର୍ଗା ପୂଜା ସମିତି ଓ ରୋଟାରି କ୍ଳବ ପକ୍ଷରୁ ରୁପାଲି ଛକରୁ ବାଣୀବିହାର ଅଭିମୁଖେ ବାହାରିଥିବା ତ୍ରିରଙ୍ଗା ଯାତ୍ରା
ଭୁବନେଶ୍ୱର ସ୍ଥିତ ଭଞ୍ଜ କଳାମଣ୍ଡପରେ ନୃତ୍ୟକଳା ଡାନ୍ସ ଆକାଡେମୀ ପକ୍ଷରୁ ନୃତ୍ୟ ପରିବେଷଣ
ଓଡିଶା ଉଚ୍ଚ ନ୍ୟାୟାଳୟର କନ୍ଫରେନ୍ସ ହଲରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ନୂତନ ବିଚାରପତି ଭାବେ ନିଯୁକ୍ତ ଗୌରୀ ଶଙ୍କର ଶତପଥୀ ଏବଂ ଚିତ୍ତ ରଞ୍ଜନ ଦାଶଙ୍କୁ ଶପଥ ପାଠ କରାଉଛନ୍ତି
କଟକ ସ୍ଥିତ ସିଏମସି କଲ୍ୟାଣ ମଣ୍ଡପରେ ମିଶନ ଶକ୍ତି ଗ୍ରୁପ ଦ୍ୱାରା ପ୍ରସ୍ତୁତ ଜାତୁୟ ପତାକା ବିତରଣ ଉତ୍ସବରେ ଯୋଗଦେଇଥିବା ଅତିଥି ମାନେ
Subscribe to updates
Unsubscribe from updates
Share
3 years ago
Related Post
ଓଡ଼ିଶା: ଆଜିର ଫଟୋ ( ୨୬ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୨୫ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୨୩ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୨୨ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ (୨୦ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୯ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୮ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୭ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୬ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୫ ମାର୍ଚ୍ଚ, ୨୦୨୫ )
L