ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୩, ୨୦୨୧)

ଓଡିଶା ପୋଲିସ ଓ ଓଜିପି କ୍ଳବ ମଧ୍ୟରେ ଓଡିଶା ମହିଳା ପୁଟବଲ ଲିଗର ଆକର୍ଷଣୀୟ ମ୍ୟାଚ

ଭୁବନେଶ୍ୱର ସ୍ଥିତ ଦ ପ୍ରେସ କ୍ଳବ ଅଫ ଓଡିଶା ପରିସରରେ ଅର୍ଗାନିକ ଫେୟାର


କଟକ ଶିଶୁଭବନ ନବଜାତ ଚିକିତ୍ସା ବିଭାଗ ପରିସରରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ

ଭୁବନେଶ୍ୱର ସୂଚନା ଭବନରେ ଆୟୋଜିତ ଫଟୋ ପ୍ରଦର୍ଶନୀକୁ ବୁଲି ଦେଖୁଛନ୍ତି ଦର୍ଶକ