ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୪, ୨୦୨୧)

ପୁରୀରେ ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅଭଡ଼ା

 

କଟକ କୁମ୍ଭାରସାହି ଅଞ୍ଚଳରେ ଶିଳ୍ପୀ ଗଢୁଛନ୍ତି ଖୁଦୁରୁକୁଣି ମୂର୍ତ୍ତି

 

କଟକ ଚାନ୍ଦିନୀଚୌକ ରାସ୍ତା ପାର୍ଶ୍ଵରେ ଛତା ମରାମତି କରୁଛନ୍ତି ଦୋକାନୀ

 

କଟକ ଚୌଧୁରୀ ବଜାରରେ ପାଇକାରୀ ଦୋକାନରୁ ରାକ୍ଷୀ କିଣିବା ଲାଗି ଚୟନ କରୁଛନ୍ତି ଖୁଚୁରା ବ୍ୟବସାୟୀ