ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୫, ୨୦୨୩ )

ଭୁୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ୭୭ତମ ସ୍ୱାଧୀନତା ଦିବସ ପାଳନ

 

 

ପୁରୀ ସିଂହ ଦ୍ଵାର ଠାରୁ ହର ଘର ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ବଡ଼ ଦାଣ୍ଡରେ ଯାଉଅଛି

 

 

ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭୁବନେଶ୍ୱର ନବୀନ ନିୱାସରେ ପିଲାମାନଙ୍କ ସହ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି