ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୫, ୨୦୨୩ )

ରାମେଶ୍ୱର ମନ୍ଦିରର ଦଧିନଉତି ବିଜୁଳି ଆଘାତରେ ଖସି ପଡିଛି

 

 

ଭୁବନେଶ୍ୱର ଲକ୍ଷ୍ମୀସାଗର କେନାଲ ରୋଡ କଡରେ ନାଳ କାର୍ଯ୍ୟ ଅଧା ଯୋଗୁ ଲୋକଙ୍କ ଘରେ ପାଣି ପଶିଯାଇଛି

 

ବର୍ଷା ପରେ କଟକ ସହରର ବିଭିର୍ନ ଅଂଚଳର ଦୃଶ୍ୟ

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ତ୍ରିଧାରା ସଂଗଠନ ଦ୍ୱାରା ୩୭ତମ ଶ୍ରଦ୍ଧାଞ୍ଜଳି ସମାରୋହ