ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧୫, ୨୦୨୩ )

କଟକ ପୁରୀଘାଟ ଦେବୀଗଡା ଅଭିମୁଖେ କାଳୀ ମେଢ ଭସାଣି ଶୋଭାଯାତ୍ରା

 

 

କଟକ ପୁରୀଘାଟ ଦେବୀଗଡା କାଠଯୋଡ଼ି ନଦୀ ପାର୍ଶ୍ୱରେ ଅସ୍ଥାୟୀ ପୁଷ୍କରିଣୀରେ ଶ୍ୟାମା କାଳୀଙ୍କ ମୁର୍ମୟୀ ପ୍ରତିମାଙ୍କୁ ବିସର୍ଜନ କରାଯାଉଛି

 

 

କଟକ ଜିକେସିଏମ ଠାରେ ୫ମ ଲାସ୍ୟ ଲାବଣ୍ୟ ଡାନ୍ସ ଫେଷ୍ଟିଭାଲ