ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୬, ୨୦୨୧)

କଟକ ପୁରୀଘାଟ ଦେବୀଗଡା କାଠଯୋଡ଼ି ତଟରେ ନିର୍ମିତ ସ୍ୱତନ୍ତ୍ର ପୁଷ୍କରିଣୀରେ ମା’ ଦୁର୍ଗାଙ୍କୁ ବିସର୍ଜନ

 

 

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼

 

ପୁରୀରେ ଭସାଣି ଯାତ୍ରା

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ଜନ୍ମଦିନ ଅବସରରେ ପାଷ୍ଟ୍ରି ସେଫ ରାକେଶ ସାହୁଙ୍କ ଦ୍ୱାରା ୭୨ କି.ଗ୍ରା. ଚକୋଲେଟରେ ନିର୍ମିତ କଳାକୃତି

 

ଭୁବନେଶ୍ୱର କୁଆଖାଇ ତଟରେ ନିର୍ମିତ ସ୍ୱତନ୍ତ୍ର ପୁଷ୍କରିଣୀରେ ମା’ ଦୁର୍ଗାଙ୍କୁ ବିସର୍ଜନ