ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୬, ୨୦୨୧)

ଲକଡାଉନ୍ କିମ୍ବା ସଟଡାଉନ୍ କୁ ଭୟ କରି ଲୋକମାନେ ଘରକୁ ଫେରିବା ପାଇଁ ଭୁବନେଶ୍ୱର ରେଳ ଷ୍ଟେସନ ଆସିଛନ୍ତି

 

ରାଜମହଲ ଛକରେ ଏକ ଗାଡ଼ିର କାଚରେ କଳା ଜରି ଲାଗିଥିବାରୁ ଟ୍ରାଫିକ ପୋଲିସ ଏହାକୁ କାଢୁଛନ୍ତି

 

ରାଜଧାନୀରେ ପ୍ରବଳ ଖରା ଯୋଗୁଁ ଲୋକମାନେ ହାତରେ ଛତା ଧରି ଯାଉଛନ୍ତି

 

ଭୁବନେଶ୍ୱର ୟୁନିଟ ୪ ମାଛ ମାର୍କେଟରେ ପୋଲିସ ପକ୍ଷରୁ କୋଭିଡ ପାଇଁ ଚେକିଂ କରାଯାଉଛି

 

ଭୁବନେଶ୍ୱର ରାଜମହଲ ଛକରେ ଟ୍ରାଫିକ ପୋଲିସ ଚେକିଂ କରୁଛନ୍ତି