Type your search query and hit enter:
Homepage
ଫଟୋରେ ଖବର
Categories:
ଆଜିର ଫଟୋ
ଫଟୋରେ ଖବର
ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୬, ୨୦୨୨)
3 years ago
କଟକ ସିଡିଏ ଧବଳେଶ୍ୱର ଗଡା ବସ୍ତି ଅଞ୍ଚଳରେ ବନ୍ୟାଜଳ ପଶିବା ଫଳରେ ରିଂ ରୋଡ ପାର୍ଶ୍ୱରେ ଆଶ୍ରୟ ନେଇଥିବା ଲୋକମାନେ
କଟକ ଗତିରାଉତ ପାଟଣା ଅଞ୍ଚଳରେ ଵନ୍ୟପାଣିରେ ଫସିରହିଥିବା ଲୋକଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ସ୍ଥଳଭାଗକୁ ଆଣୁଛନ୍ତି
କଟକ ଯୋବ୍ରା ଆନିକଟ ଦେଇ ମହାନଦୀରେ ପ୍ରବାହିତ ବନ୍ୟାଜଳ
କଟକ ଭାଡ଼ିମୁଲ ଅଞ୍ଚଳରେ ଥିବା ସରକାରୀ ନର୍ସରୀ ପରିସରରେ ପ୍ରବାହିତ ବନ୍ୟା ଜଳ
କଟକ ଶିଖରପୁର ରେଳ ପୋଲ ବାଇପାସ ରାସ୍ତାରେ ପ୍ରବାହିତ ବନ୍ୟାଜଳ
କଟକ ଖାନନଗର ରିଂ ରୋଡ ପାର୍ଶ୍ୱରେ ଥିବା ଘର ଗୁଡିକ ବନ୍ୟାଜଳରେ ବୁଡ଼ି ଯାଇଛି
କଟକ ନୂଆପଡ଼ା ବାଲିସାହି ଅଞ୍ଚଳରେ ବନ୍ୟାଜଳ
ଘରେ ବନ୍ୟାଜଳ ପଶି ଓଦା ହୋଇଯାଇଥିବା ବହିପତ୍ର ଗୁଡିକୁ କଟକ ଖାନନଗର ରିଂ ରୋଡ ପାର୍ଶ୍ୱରେ ଖରାରେ ଶୁଖାଉଥିବା ବାଳକ
କଟକ ଯୋବ୍ରା ଆନିକଟରେ ପ୍ରବାହିତ ବନ୍ୟା ଜଳ ଦେଖିବା ପାଇଁ ଲୋକଙ୍କ ଭିଡ
କଟକ ନୂଆପାଟଣାରୁ ଧବଳେଶ୍ୱର ଶୈବ ପୀଠକୁ ସଂଯୋଗ କରୁଥିବା ରାସ୍ତା ଉପରେ ପ୍ରବାହିତ ବନ୍ୟା ଜଳ
କଟକ ନରାଜ ଆନିକଟରେ ପ୍ରବାହିତ ବନ୍ୟା ଜଳ ଦେଖିବା ପାଇଁ ଗହଳି
ବିଡିଏ ପକ୍ଷରୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯାଉଛି
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଚିନ୍ତା ଓ ଚେତନା ପକ୍ଷରୁ ଆୟୋଜିତ ୪୪ତମ ‘ବର୍ଷା ଉତ୍ସବ’
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଚିନ୍ତା ଓ ଚେତନା ପକ୍ଷରୁ ଆୟୋଜିତ ୪୪ତମ ‘ବର୍ଷା ଉତ୍ସବ’ରେ ନୃତ୍ୟ ପରିବେଷଣ କରୁଛନ୍ତି କୁମକୁମ ମହାନ୍ତି
Subscribe to updates
Unsubscribe from updates
Share
3 years ago
Related Post
ଓଡ଼ିଶା: ଆଜିର ଫଟୋ ( ୨୬ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୨୫ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୨୩ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୨୨ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ (୨୦ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୯ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୮ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୭ ମାର୍ଚ୍ଚ , ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୬ ମାର୍ଚ୍ଚ, ୨୦୨୫ )
ଓଡ଼ିଶା: ଆଜିର ଫଟୋ ( ୧୫ ମାର୍ଚ୍ଚ, ୨୦୨୫ )
L